ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ତରଫରୁ ପ୍ରସ୍ତୁତ କରାଯାଉଛି ଜାତୀୟ ପତାକା

ଗଞ୍ଜାମ: ଆସନ୍ତ ୧୫ ତାରିଖରେ ଦେଶ ପାଳନ କରିବ ୭୬ତମ ସ୍ୱାଧୀନତା ଦିବସ । ଯେଉଁଥି ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଗାଁଠୁ ସହର ନଗରଠୁ ମହାନଗର ସବୁଠି ସ୍ୱାଧୀନତା ଦିବସ ନେଇ ଉତ୍ସାହ ଦେଖିବା ପାଇଁ ମିଳୁଛି । ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା । ଏବେଠୁ ବିଭିନ୍ନ ଦୋକାନରେ ଜାତୀୟ ପତାକା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia