ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିବା ବେଳେ ପିଲାଙ୍କୁ ଆଟାକ୍ କରିବାରେ ଲାଗିଲାଣି କରୋନା । ତୃତୀୟ ଲବର ପୂର୍ବରୁ ରାଜ୍ୟରେ ପିଲାଙ୍କ ସଂକ୍ରମଣ ଧିରେ ଧିରେ ବଢିବାକୁ ଲାଗିଲାଣି । ଆଜି ରାଜ୍ୟରେ ୭୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବର୍ଗରେ ୧୧୭ ଜଣ ରହିଛନ୍ତି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ