ମୋଦୀ ସରକାର ବିରୋଧରେ 19 ଟି ବିପକ୍ଷ ଦଳର 11 ଦିନିଆ ବିରୋଧ ଆରମ୍ଭ,, ଜାଣନ୍ତୁ କ’ଣ ରହିଛି ଦାବି

ନୂଆଦିଲ୍ଲୀ : ଆଜିଠାରୁ ସାରା ଦେଶରେ 19 ଟି ବିପକ୍ଷ ଦଳ ବିରୋଧ କରିବେ । ଏହି ପ୍ରଦର୍ଶନ 11 ଦିନ ପାଇଁ ଜାରି ରହିବ । ଏହି ପ୍ରଦର୍ଶନରେ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ସମଗ୍ର ବିରୋଧୀ ଏକଜୁଟ ହୋଇଛନ୍ତି । ଶୁକ୍ରବାର ଦିନ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ବିରୋଧୀ ଦଳର ଏକ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia