ମୁଖ୍ୟମନ୍ତ୍ରୀଙ୍କ ସାନ ଭାଇ ଅସୁସ୍ଥ: କହିଲେ, ଥରୁଟେ ହେଲେ ଦେଖା କରିବାକୁ ଆସି ନାହାନ୍ତି ନବୀନ

CM Naveen Patnaik Younger Brother: ମୁଖ୍ୟମନ୍ତ୍ରୀଙ୍କ ସାନ ଭାଇ ଦିଲ୍ଲୀପ ପଟ୍ଟନାୟକ ଅସୁସ୍ଥ । ସେ ଅସୁସ୍ଥ ଥିବା ଜାଣି ତାଙ୍କୁ ଆନନ୍ଦ ଭବନରେ ପହଞ୍ଚି ଭେଟିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ।