ମିସାଇଲ ମାଡ଼ରେ ଥରିଲା ୟୁଏଇ, ୩ ଜଣ ଭାରତୀୟ ନାଗରିକ ଗୁରୁତର ଡିଫେନ୍ସ ସିଷ୍ଟମ ଫେଲ୍

ଅଶାନ୍ତ ମଧ୍ୟପ୍ରାଚ୍ୟ। ପଛକୁ ହଟୁନି ଇରାନ। କଳେବଳେ ଶତ୍ରୁଙ୍କୁ ଦେଉଛି ମାତ୍। ଏବେ ୟୁଏଇ ଉପରେ ସିଧା ଆଟାକ୍। ଇରାନୀ ଡ୍ରୋନ୍ ଆକ୍ରମଣ ଯୋଗୁଁ ଜଳିଉଠିଲା ଫୁଜୈରାହ ପେଟ୍ରୋଲିୟମ୍ ଶିଳ୍ପ। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ସିଭିଲ୍ ଡିଫେନ୍ସ ଦଳଗୁଡ଼ିକୁ ନିୟୋଜିତ କରାଯାଇଥିଲା।UAE shaken by missile strike, 3 Indian nationals suffer critical defense system failure