ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ମାମଲା ରୁଜୁ

କଟକ : କରୋନା ମହାମାରୀ ପରିପ୍ରେକ୍ଷୀରେ ହେବାକୁ ଥିବା ଆସନ୍ତା ଦଶହରା ପୂଜାରେ ମା’ ଦୂର୍ଗାଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ କଟକଣା ଜାରି ହୋଇଛି। ମା’ ଦୁର୍ଗାଙ୍କ ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। କଟକ ବାଲୁବଜାର ପୂଜା କମିଟି ତରଫରୁ ଏହି ମାମଲା ରୁଜୁ କରାଯାଇଛି। କମିଟି ତରଫରୁ କୁହାଯାଇଛି ଯେ, ଏହି ପୂଜାର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia