ମଣିପୁରର 6 ଟି ବୁଥରେ ହେଉଛି ପୁନଃ ମତଦାନ, ଅପରାହ୍ନ 4 ଟାରେ ଶେଷ ହେବ ଭୋଟ୍ ଗ୍ରହଣ

ଇମ୍ଫାଲ୍ : ଦୁଇ ପର୍ଯ୍ୟାୟ ମତାଦନ ଶେଷ ହୋଇଥିବା ମଣିପୁର ବିଧାନସଭା ନିର୍ବାଚନର 6 ଟି ମତଦାନ କେନ୍ଦ୍ରରେ ଆଜି ଅର୍ଥାତ୍ ମାର୍ଚ୍ଚ 8, 2022 ରେ ପୁନଃ ମତଦାନ ହେଉଛି । ଏହି 6 ଟି ମତଦାନ କେନ୍ଦ୍ର ଉଖରୁଲ, କଲହଙ୍ଗ, ପେନ୍, ନଗମଜୁ, ୟାଙ୍ଗଖୁଲେନ୍ ଏବଂ ମାଓ ମରାଫିରେ ଆଉ ଥରେ ମତଦାନ ପ୍ରକ୍ରିୟା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia