ଭୁବନେଶ୍ୱର: ସ୍ଥାନୀୟ ବିମାନ ବନ୍ଦରରେ ଅଜଣା ବ୍ୟାଗକୁ ନେଇ ଆତଙ୍କ । ଟର୍ମିନାଲ-୧ରେ ଅଜଣା ବ୍ୟାଗକୁ ନେଇ ଯାତ୍ରୀ ଭୟଭୀତ । ସନ୍ଧାନୀ କୁକୁର ଓ ପୋଲିସ ପହଞ୍ଚି ଯାଞ୍ଚ ପରେ ବ୍ୟାଗ ଜବତ ହୋଇଛି । ତେବେ ଏହି ବ୍ୟାଗ କାହାର, କିଏ ଏଠାରେ ଛାଡିକି ଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । {image-bhubaneswarairport-1608728287.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ