ଭାରତ ବନାମ ୱେଷ୍ଟଇଣ୍ଡିଜ: ପ୍ରଥମ ପାଳିରେ ୧୫୦ ରନ‌ରେ ଅଲଆଉଟ୍ ହେଲା ଇଣ୍ଡିଜ, ଅଶ୍ୱିନୀଙ୍କୁ ୫ଟି ୱିକେଟ

IND vs WI 1st Test: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ହିଁ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି ।