ଭାରତ ବନାମ ୱେଷ୍ଟଇଣ୍ଡିଜ: ଟେଷ୍ଟ ଡେବ୍ୟୁ କଲେ ଯଶସ୍ୱୀ ଜସୱାଲ ଏବଂ ଇଶାନ କିଷନ

IND vs WI 1st Test: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଆଜି ଦୁଇ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ଦିଆଯାଇଛି । ଟିମ୍ ଇଣ୍ଡିଆର ପରିବର୍ତ୍ତନ ଅଧୀନରେ ଏହି ଖେଳାଳିମାନଙ୍କୁ ସ୍ଥାନ ଦିଆଯାଇଛି ।