ଭଦ୍ରକ: ଭଦ୍ରକ ଜିଲ୍ଲାରରେ ଆରମ୍ଭ ହେଲା ଜନସଂପର୍କ ପଦଯାତ୍ରା । ଆଜି ପ୍ରଥମେ ବିଭିନ୍ନ ବ୍ଲକରୁ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ବିଜେଡି ନେତାଙ୍କ ଉପସ୍ଥିତିରେ ଦଳର କର୍ମୀମାନେ ପଦଯାତ୍ରା ଆରମ୍ଭ କରିଛନ୍ତି । ଧାମନଗର ବ୍ଲକର ଗାନ୍ଧୀ ଘାଟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଉପସ୍ଥିତିରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ