ବ୍ରହ୍ମପୁର: ବୋହୂ ଶାଶୁଘର ସାମ୍ନାରେ ଦେଲା ଧାରଣା ଆତ୍ମହତ୍ୟା କଲେ ଶାଶୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଗଞ୍ଜାମ ଏନ୍ଏସିର ମଧ୍ୟ ଖଣ୍ଡସାହିରେ । ଶାଶୁ ଘର ସାମ୍ନାରେ ବସି ପାରିବାରିକ କଳହକୁ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲା ବୋହୂ ହେଲେ ଲୋକଲଜ୍ଜା ଭୟରେ ଫିନାଇଲ୍ ପିଇ ଆତ୍ମହତ୍ୟା କରିଥିଲେ ଶାଶୁ ସୁଷମା ପଣ୍ତା
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ