ବିଜେପିରେ ସାମିଲ ହେଲେ ଅପର୍ଣ୍ଣା ଯାଦବ, ଲକ୍ଷ୍ନୌରୁ କରିପାରନ୍ତି ପ୍ରତିଦ୍ୱନ୍ଦ୍ୱିତା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ସମାଜବାଦୀ ପାର୍ଟିକୁ ଏକ ବଡ଼ ଝଟକା ଦେଇଛି । ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ବିଜେପିରେ ଯୋଗଦେବା ପାଇଁ ମଙ୍ଗଳବାର ଦିନ ଦିଲ୍ଲୀରେ ପହଞ୍ଚିଥିଲେ । ଆଜି ବିଜେପି କାର୍ଯ୍ୟାଳୟରେ ସେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia