ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ

ଭୁବନେଶ୍ୱର:ଆଜି ବିଶ୍ୱ ଆଦିବାସୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୯ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଏ । ଦେଶର ବିଭିନ୍ନ ସ୍ଥାନରେ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଆଜି ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ । ସରକାରୀସ୍ତରରୁ ଆରମ୍ଭ କରି ଦଳୀୟ ଭିତ୍ତିରେ ଧୁମଧାମରେ ପାଳନ କରାଯାଉଛି । ରାଜ୍ୟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia