ବିଗିଡ଼ିଲା ‘ବାହୁବଳୀ’ କଟପ୍ପାଙ୍କ ସ୍ବାସ୍ଥ୍ୟବସ୍ଥା, କରୋନା ପଜିଟିଭ୍ ହୋଇଥିଲେ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କରୋନାର ତୃତୀୟ ଲହର ତୀବ୍ର ବେଗରେ ବୃଦ୍ଧି ପାଉଛି। ସାଧାରଣ ଜନତାଙ୍କ ସହ ଅନେକ ଚଳଚ୍ଚିତ୍ର ତାରକା ମଧ୍ୟ କରୋନାର ଶିକାର ହେଉଛନ୍ତି । ସଦ୍ୟତମ ମାମଲାରେ, ‘ବାହୁବଳୀ’ ଚଳଚ୍ଚିତ୍ରରେ ‘କଟପ୍ପା’ର ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଦକ୍ଷିଣୀ ଭେଟେରାନ ଅଭିନେତା ସତ୍ୟରାଜ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia