ବାହାନଗା ଟ୍ରେନ ଦୁର୍ଘଟଣା: ୩ ଜଣ ଅଭିଯୁକ୍ତଙ୍କୁ କରାଗଲା କୋର୍ଟ ଚାଲାଣ

Bhanga Train Accident: ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ସେମାନଙ୍କୁ ଆହୁରି ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ ।