ବାହାନଗା ଟ୍ରେନ ଦୁର୍ଘଟଣା: ଆଜି କୋର୍ଟରେ ହାଜର ହେବେ ୩ ଅଭିଯୁକ୍ତ, ଆଉ ୧୦ ରେଳ କର୍ମଚାରୀଙ୍କୁ ସମନ

Bhanga Train Accident: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ସରୁଛି ଗିରଫ ତିନି ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ସିବିଆଇ ରିମାଣ୍ଡ ଅବଧି । ଦ୍ବିତୀୟ ଥର ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା ସିବିଆଇ । ଦୁଇଟି ପର୍ଯ୍ୟାୟରେ ମୋଟ ୯ ଦିନ ଜେରା ତିନି ଅଭିଯୁକ୍ତଙ୍କୁ ଜେରା କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ।