ବାହନାଗା ଟ୍ରେନ୍ ଦୁର୍ଘଟଣା : ଅଧିକ ପଚରାଉଚୁରା କରିବାକୁ ତିନି ଅଭିଯୁକ୍ତଙ୍କୁ ଆଉ 4 ଦିନ ରିମାଣ୍ଡରେ ନେଲା ସିବିଆଇ

Bahanaga Train accident : CBI Will take 4 days remand to 3 accused । ବାହାନଗା ଟ୍ରେନ୍ ଚ୍ରାଜେଡ଼ି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା କରିବ ସିବିଆଇ । ସେଥିଲାଗି ଆଉ 4 ଦିନ ରିମାଣ୍ଡରେ ନେବ । ଏନେଇ ସ୍ପେଶାଲ କୋର୍ଟ ଅନୁମତି ଦେଇଛନ୍ତି ।