ଭୁବନେଶ୍ୱର: ୪୦ ଲକ୍ଷର ବ୍ରାଉନ ସୁଗାର ଜବତ । ୩ ବାପାରୀଙ୍କୁ ଗିରଫ କଲା ପୋଲିସ । ଜବତ ହେଲା ଲକ୍ଷାଧିକ ଟଙ୍କାର ଧଳା ଜହର । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଆନ୍ତାରେ ପୋଲିସ ଚଢାଉ କରି ୪୦ ଲକ୍ଷର ୪୦୦ ଗ୍ରାମ ବ୍ରାଉନୋସୁଗାର ଜବତ କରିଛି । ଏନେଇ ସୂଚନା ଦେଇଛନ୍ତି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । {image-brown-sugar-jaleswar-750×430-1664111154.jpg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ