Odisha ବନକଲାଗି ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ OdiaTimes June 4, 2026 1 min read Share this:Share Share on Facebook (Opens in new window) Facebook Share on X (Opens in new window) X ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ବୁଧବାର ଜ୍ୟେଷ୍ଠ ମଳ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।4-hour darshan ban today for forest workers Post navigation Previous ଅସ୍ଥିର ବଜାରରେ ଦୀର୍ଘମିଆଦି ମେଗାଟ୍ରେଣ୍ଡ ହିଁ କାହିଁକି ସତ୍ୟ ‘ଆଲ୍ଫା’Next ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ More Stories 1 min read Odisha ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ June 4, 2026 OdiaTimes 1 min read Odisha ଅସ୍ଥିର ବଜାରରେ ଦୀର୍ଘମିଆଦି ମେଗାଟ୍ରେଣ୍ଡ ହିଁ କାହିଁକି ସତ୍ୟ ‘ଆଲ୍ଫା’ June 3, 2026 OdiaTimes 1 min read Odisha ଆଦାନି ଗ୍ରୁପ୍ର ଐତିହାସିକ ସଫଳତା: ଏକ ବର୍ଷରେ ₹୧.୫୩ ଲକ୍ଷ କୋଟି କ୍ୟାପେକ୍ସ June 3, 2026 OdiaTimes
More Stories
ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ
ଅସ୍ଥିର ବଜାରରେ ଦୀର୍ଘମିଆଦି ମେଗାଟ୍ରେଣ୍ଡ ହିଁ କାହିଁକି ସତ୍ୟ ‘ଆଲ୍ଫା’
ଆଦାନି ଗ୍ରୁପ୍ର ଐତିହାସିକ ସଫଳତା: ଏକ ବର୍ଷରେ ₹୧.୫୩ ଲକ୍ଷ କୋଟି କ୍ୟାପେକ୍ସ