ବଦଳିଲା ପାଗ: ଆରମ୍ଭ ହେଲା ବର୍ଷା, ଉପକୂଳ ଓଡ଼ିଶାରେ ମେଘୁଆ ପାଗ

Odisha Weather Report for 11th July: ବଦଳିଲା ପାଗ । ଆରମ୍ଭ ହେଲା ବର୍ଷା । ମେଘୁଆ ପାଗ ସାଙ୍ଗକୁ ଝିପଝିପ ବର୍ଷା ହେଉଛି । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗି ରହଛି ।