ଭୁବନେଶ୍ୱର:ଫିଲ୍ମ ଷ୍ଟାଇଲରେ କରୁଥିଲେ ଚୋରୀ । ପ୍ରେମିକାକୁ ଧୋକା ଦେଇ ଫେରାର ପ୍ରେମିକ। ରାଜଧାନୀର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ।ତେବେ ଆପଣଙ୍କୁ ବଲିଉଡର ଫିଲ୍ମ ବଣ୍ଟି ଔର ବବଲିର କାହଣୀ ତ ମନେ ଥିବ । ଚଳଚ୍ଚିତ୍ରରେ ତ ନିଜ ପ୍ରେମିକାର ସାଥ୍ ଛାଡି ନଥିଲେ ପ୍ରେମିକ ହେଲେ ରିଲଠୁ କିଛି ଭିନ୍ନ ଏ ରିୟଲ କାହଣୀ
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ