ପ୍ରାଣୀ ପ୍ରଜନନ ପଞ୍ଜୀକରଣ କ୍ଷେତ୍ରରେ ସଫଳତା: ଓଡିଶାର ମଣ୍ଡା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା

ମଣ୍ଡା ପ୍ରଜାତି ମଇଁଷିର ଦେହର ରଙ୍ଗ ସାଧାରଣତଃ ପାଉଁଶିଆ ଓ ଧୂସର ରଙ୍ଗର ଦେଖାଯାଏ । ଏହି ପ୍ରଜାତି ସମଗ୍ର ଦେଶରେ କେବଳ ଓଡିଶାର କେତେକ ଅଞ୍ଚଳରେ ହିଁ ଦେଖାଯାଏ। ରାଜ୍ୟ ସରକାରଙ୍କ ଏହି ପ୍ରଜାତିକୁ ଏବେରାଷ୍ଟ୍ରୀୟ ପଶୁ ଅନୁବଂଶିକ ସଂସାଧନ ବ୍ୟୁରୋ ପକ୍ଷରୁ ଦେଶର ୧୯ତମ ମଇଁଷି ବ୍ରିଡ୍ ଭାବରେ ମାନ୍ୟତା ମିଳିଛି। 
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia