ପ୍ରଧାନମନ୍ତ୍ରୀଙ୍କ ବୈଠକରେ କେଜ୍ରିୱାଲଙ୍କ ଭିଡିଓ ସେୟାର କରି ଲେଖିଲା ବିଜେପି – Mannerless CM Of Delhi !

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିଛନ୍ତି । ଏହି ବୈଠକର ଏକ ଭିଡିଓ ସେୟାର କରି ଭାରତୀୟ ଜନତା ପାର୍ଟି ବୁଧବାର ଅପରାହ୍ନରେ ଏକ ଟ୍ୱିଟ୍ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ‘ଆଚରଣହୀନ’ ବୋଲି କହିଛନ୍ତି । ବୁଧବାର ଦିନ ବିଜେପି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia