ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ପରେ ହୋଇପାରେ ପୌର ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ୍ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରକୁ ଆରମ୍ଭ ହେଲା ଇଭିଏମ୍ ମେସିନ ପଠା । ନିର୍ବାଚନ କମିଶନଙ୍କ ଅଫିସରୁ ଗତକାଲି ୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠା ଯାଇଥିଲା । ଆଜି ୧୦ଟି ଜିଲ୍ଲାକୁ ପଠାଯାଇଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ