ପୁରୁଷମାନଙ୍କଠାରେ ବୃଦ୍ଧି ପାଉଛି ପ୍ରୋଷ୍ଟେଟ କ୍ୟାନ୍ସର, ଏହିସବୁ ଲକ୍ଷଣ ଦେଖାଗଲେ ରୁହନ୍ତୁ ସାବଧାନ…

Prostate Cancer: ପ୍ରୋଷ୍ଟେଟ କ୍ୟାନ୍ସର ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହା ଏବେ ଗୋଟିଏ ଗମ୍ଭୀର ସମସ୍ୟା ଭାବରେ ଦେଖାଯାଉଛି । ଯାହାଦ୍ୱାରା ପ୍ରତ୍ୟେକ ବର୍ଷ ହଜାର ହଜାର ପୁରୁଷ ପ୍ରଭାବିତ ହେଉଛନ୍ତି ।