ପୁରୀ: ଭୁବନେଶ୍ୱର ପରେ ପୁରୀ ଆକାଶରେ ସୂର୍ଯ୍ୟକିରଣ । ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଆଜି ଏୟାର ଶୋ ପ୍ରଦର୍ଶନ କରିଛନ୍ତି ବାୟୁବୀର । ଭାରତୀୟ ବାୟୁ ସେନା ପକ୍ଷରୁ ପୁରୀରେ ଆଜି ଏୟାର ଶୋ’ ସୂର୍ଯ୍ୟକିରଣ ଆୟୋଜିତ କରାଯାଇଥିଲା। ଗତକାଲି ସୂର୍ଯ୍ୟକିରଣ ଟିମ୍ ପୁରୀ ଆକାଶରେ ରିହର୍ସଲ୍ କରିଥିବା ବେଳେ ଆଜି ଏୟାର ଶୋ’ ହୋଇଥିଲା।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ