ପୁଣି ଲେଉଟିବ ଶୀତ, ଉପକୂଳ ଜିଲ୍ଲାରେ କୁହୁଡି ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ କିଛିଦିନ ଶୀତର ପ୍ରକୋପ କମିବା ପରେ ପୁଣି ଫେରିବ ଥଣ୍ଡା। ଏହିଭଳି ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା 3 ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ, ଫଳରେ ପୁଣି ଶୀତ ଫେରିବ ବୋଲି ପୂର୍ବନୁମଣ୍ଡ କରିଛି ବିଭାଗ। ସେହିପରି ଓଡିଶାର କିଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia