ପୁଣି ବିଗିଡିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ବାସ୍ଥ୍ୟବସ୍ଥା, ଏୟାର ଆମ୍ବୁଲ୍ଯାନ୍ସରେ ଫୁଲବାଣୀରୁ ଅଣାଗଲା

ଭୁବନେଶ୍ବର: ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ବିଗିଡିଛି। ଗତ ମାସରେ ହୃଦରୋଗ ଜନିତ ସମସ୍ଯାରୁ ଶ୍ରୀ ଜେନାଙ୍କ ସ୍ୱାସ୍ଥ୍ୟ ବିଗିଡିଥିଲା। ଶ୍ରୀ ଜେନା ଗତକାଲି ଫୁଲବାଣୀ ଗସ୍ତ କରିଥିବା ବେଳେ ହଟାତ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ତାଙ୍କୁ ଫୁଲବାଣୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଅଣାଯାଇଛି। ସୂଚନାଯୋଗ୍ୟ, ଗତକାଲି ରାତିରୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia