ପୁଣି ବର୍ଷିବ, ଆସନ୍ତା 24 ଘଣ୍ଟାରେ 13 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

Weather Update : Heavy Rain fall in 13 districts, Yellow Alert issues । ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟାରେ 13 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ସମ୍ବାବନା ଅଛି । ଏ ନେଇ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।