ପୁଣି ବଢିଲା ବସ ଭଡା

ଭୁବନେଶ୍ବର: ଓଡ଼ିଶାରେ ପୁଣି ଥରେ ଯାତ୍ରୀବାହୀ ବସ୍ ଭଡ଼ା ବଢ଼ିଛି। ଦେଶରେ ତୈଳଦର ବୃଦ୍ଧି ପାଉଥିବା ଯୋଗୁ ରାଜ୍ୟ ସରକାର ଯାତ୍ରୀବାହୀ ବସ୍ ଭଡ଼ା ବଢ଼ାଇଛନ୍ତି। ପରିବର୍ଦ୍ଧିତ ବସ୍ ଭଡ଼ା ଅନୁଯାୟୀ, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି। କିଲୋମିଟର ପିଛା ଏକ୍ସପ୍ରେସ ବସ୍ ଭଡ଼ାକୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia