Weather Update: ସେପ୍ଟମ୍ବର ମାସରେ ରାଜ୍ୟକୁ ମିଳିବ ଭଲ ବର୍ଷା । ଆସନ୍ତା ୩ ସପ୍ତାହରେ ରହିଛି ୩ଟି ଲଘୁଚାପ । ଏହା ସହ ପୁଣି ସକ୍ରିୟ ହୋଇପାରେ ମୌସୁମୀ ବର୍ଷା । ଅସହ୍ୟ ଗରମ ଗୁଳୁଗୁଳିରୁ ମିଳିବ ନିସ୍ତାର । ଆସନ୍ତା କାଲି ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ