ପଞ୍ଚାୟତ ନିର୍ବାଚନ: ଏଥର ଇଭିଏମ ବଦଳରେ ବାଲାଟ ପେପରରେ ମତଦାନ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆସନ୍ତାବର୍ଷ ଫେବୃୟାରୀରେ ହେବ ପଞ୍ଚାୟତ ନିର୍ବାଚନ । ଏଥର ଇଭିଏମ ବଦଳରେ ବାଲାଟ ପେପରରେ ମତଦାନ । ଏହାସହିତ ଭୋଟଗଣତି କ୍ରମାଗତ ୩ଦିନ ଧରି ଚାଲିବ। ଆସନ୍ତା ୬ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି। ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳ ନିଜର ପ୍ରତିକ୍ରିୟା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia