ପକେଟରୁ ‘ଲାଲ ପୋଟଲି’ ବାହାର କଲେ ଅଖିଳେଶ, କହିଲେ – ‘ବିଜେପିକୁ ପରାସ୍ତ କରିବାକୁ ମୁଁ ସାଥିରେ ‘ଅନ୍ନ ସଂକଳ୍ପ’ ନେଇ ଚାଲୁଛି’

ମୁଜାଫରନଗର : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଜୋରଦାର ପ୍ରଚାର ମୁଡ଼ରେ ଅଛନ୍ତି । ମୁଜାଫରନଗରରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ବିଳମ୍ବରେ ପହଞ୍ଚିବା ପରେ ପ୍ରଥମେ କ୍ଷମା ମାଗିଥିଲେ । ଏହା ପରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia