ନୂଆଁଖାଇ ଅବସରରେ ୩ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି

ଭୁବନେଶ୍ୱର : ଆସନ୍ତା ସେପ୍ଟମ୍ବର ମାସ ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଯେଉଁଥି ପାଇଁ ଚଳଚଞ୍ଚଳ ଗାଁଠୁ ସହର । ନୂଆଁଖାଇ ପାଇଁ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାରେ ଦିନିକିଆ ଛୁଟି ଘୋଷଣା କରିଛନ୍ତି । ହେଲେ ଏହି ଏକ ଦିନିଆ ଛୁଟିକୁ ତିନି ଦିନ କରିବା ପାଇଁ ଏବେ ଦାବି କରାଯାଉଛି । ଜିଲ୍ଲା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia