ନିର୍ବାଚନ ପରେ ଆହୁରି ମଜବୁତ ହେଉଛି ଟିଏମସି, ବିଜେପି ଛାଡ଼ି ଦଳକୁ ଫେରିଲେ ବିଧାୟକ ବିଶ୍ୱଜିତ ଦାସ

କୋଲକାତା : ପଶ୍ଚିମବଙ୍ଗରେ ବିଜେପିକୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା । ବିଜେପି ଟିକେଟରେ ବିଧାନସଭା ନିର୍ବାଚନରେ ଜିତିବା ପରେ ଦଳ ଛାଡ଼ି ଟିଏମସିରେ ସାମିଲ ହୋଇଛନ୍ତି ବିଶ୍ୱଜିତ ଦାସ । ବିଶ୍ୱଜିତ ଦାସ ହେଉଛନ୍ତି ତୃତୀୟ ବିଧାୟକ ଯିଏକି ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ବିଜୟ ପରେ ଦଳ ବଦଳାଇ ବିଜେପିକୁ ଝଟକା ଦେଇଛନ୍ତି
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia