ଦେଲେନି ଆବାସ୍ ଘର, ହକ୍ ପାଇଁ ଜିଦିରେ ହେଲେ ସରପଞ୍ଚ ପ୍ରାର୍ଥୀ

କେନ୍ଦୁଝର: ଚର୍ଚ୍ଚାରେ ଏବେ କେନ୍ଦୁଝର ପଦ୍ମପୁର ସରପଞ୍ଚ ପ୍ରାର୍ଥୀନି ଦେବଶ୍ରୀ ନାଏକ । ଅନ୍ୟାୟ, ଅନିମିୟତତା ଓ ପିସି କାରବାରର ଶୀକାର ହୋଇ ଜିଦିରେ ନିଜ ହକ୍ ପାଇଁ ଲଢିବାକୁ ମୈଦାନକୁ ଓହ୍ଲାଇଲେ ଦେବଶ୍ରୀ । ତେବେ ଏଥର କେବଳ ନିଜ ପାଇଁ ନୂହେଁ ବରଂ ନିଜ ହକ୍ ସହ ଗରିବ ଲୋକଙ୍କ ପାଇଁ ଲଢିବି ବୋଲି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia