ଦୁର୍ଗାପୂଜା ୨୦୨୨: ପାର୍ବଣ ପାଇଁ ସଜେଇ ହେଲାଣି ପୂଜା ମଣ୍ତପ । ଦୁର୍ଗାପୂଜା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । କରୋନା ପାଇଁ ଦୁଇ ବର୍ଷ ହେବ ଫିକା ପଡିଥିଲା ଦସହରା । ହେଲେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ପୂଜା ପାଇବେ ମା’ । ରାଜଧାନୀରେ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ