ଦିଲ୍ଲୀରେ ଆତଙ୍କୀ ଆକ୍ରମଣର ଆଶଙ୍କା, ହାଇ ଆଲର୍ଟ ଜାରି

ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଅଞ୍ଚଳକୁ, ସରକାରୀ କାର୍ଯ୍ୟାଳୟ ଏବଂ ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।Delhi on high alert amid threat of terror attack