ତାମିଲନାଡ଼ୁରୁ ମୋଦୀ ଲଢିଲେ, ମୁଁ ତାଙ୍କୁ ହରାଇ ଦେବି – ରାମନାଥପୁରମ୍ ସାଂସଦ ନାଭାସ୍ କାନି

If Prime Minister Narendra Modi contests in Ramanathapuram constituency, we will stand against him and win says Indian Union Muslim League MP Nawas Kani । ଯଦି ମୋଦୀ ଏହି ଆସନରୁ ଲଢନ୍ତି, ତେବେ ସେ ମୋଦୀଙ୍କୁ ହରାଇଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନଭାସ୍ କାନି ।