ଜେପି ଆସୋସିଏଟସ୍ ମାମଲାରେ ୱେଦାନ୍ତକୁ ଝଟକା, ଆଦାନିଙ୍କ ପକ୍ଷରେ ରାୟ

ଋଣଗ୍ରସ୍ତ ଜୟପ୍ରକାଶ ଆସୋସିଏଟ୍ସ ଲିମିଟେଡ୍ (JAL) ପାଇଁ ଆଦାନୀ ଏଣ୍ଟରପ୍ରାଇଜେସର ସମାଧାନ ଯୋଜନା ଚୟନକୁ ଚ୍ୟାଲେଞ୍ଜ କରି ବେଦାନ୍ତ ଲିମିଟେଡ୍ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଜାତୀୟ କମ୍ପାନୀ ଆଇନ ଆପିଲେଟ୍ ଟ୍ରିବ୍ୟୁନାଲ୍ (NCLAT) ସୋମବାର ଖାରଜ କରିଦେଇଛି।NCLAT dismisses Vedanta’s appeal against selection of Adani group’s bid for Jaiprakash Associates