ଭୁବନେଶ୍ୱର: ଲଗାତାର ଦୁଇ ଦିନ ଓଡ଼ିଶାର ସହର ପାଲଟୁଛି ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ବଢିପାରେ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢିବ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ