ଜନ୍ମ ହେଲା ଅଦ୍ଭୁତ ବାଛୁରୀ, ଲୋକେ କହିଲେ ମା’ ଦୁର୍ଗାଙ୍କ ଅବତାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କୁମୁଲି ପଞ୍ଚାୟତ ବିଜାପୁର ଗାଁରେ ଏକ ଅଜବ ପ୍ରକାରର ବାଛୁରୀ ଛୁଆ ଜନ୍ମ ହୋଇଛି। ବାଛୁରୀ ଛୁଆଟିର ଦୁଇଟି ମୁଣ୍ଡ ଥିବା ବେଳେ ୩ଟି ଆଖି ରହିଛି। ଗାଁର ଧିନିରାମଙ୍କ ଘରେ ଏମିତି ଏକ ବାଛୁରୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର। ଉକ୍ତ ବାଛୁରୀ ଛୁଆଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia