ଚଳିତ ବର୍ଷ 8 ଟି ଖରିଫ୍‌ ଓ 9 ଟି ରବି ଫସଲ ବୀମା ଅନ୍ତର୍ଭୁକ୍ତ ହେବ

ଭୁବନେଶ୍ବର: ଚଳିତ ବର୍ଷ ଖରିପ୍‌ ଋତୁରେ ୮ ଟି ଫସଲ ଏବଂ ରବି ଋତୁରେ ୯ ଟି ଫସଲକୁ ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ଏହା ସ୍ଥିର ହୋଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia