ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ, 4 ଜିଲ୍ଲାକୁ ହିଟ୍‌-‌ୱେଭ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର : ଜୁନ ଆରମ୍ଭରୁ ପ୍ରାକ୍‌-ମୌସୁମୀ ବର୍ଷାରେ ରାଜ୍ୟବାସୀ ଭିଜିବା କଥା। କିନ୍ତୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ଦିନ କାଟୁଛନ୍ତି ଲୋକେ । ଶନିବାର ଦିନ ରାଜ୍ୟର 13ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ 4 ସହରର ପାରଦ 44 ଡିଗ୍ରୀ ପାର୍‌ କରିଛି। ଏହା ମଧ୍ୟରୁ ଅଧିକାଂଶ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia