କଳା ରଙ୍ଗ ସାମ୍ନାରେ ଫିକା ପଡିଲା ବାପ-ଝିଅ ସମ୍ପର୍କ

ବାଲେଶ୍ୱର: ସତରେ ମଣିଷ ଦେହର ରଙ୍ଗ କ’ଣ ଏତେ ମୂଲ୍ୟବାନ୍ । ଆଜିର ସଭ୍ୟ ସମାଜରେ ବି ଲୋକଙ୍କ ମନରେ ଘର କରି ରହିଛି କଳା ଗୋରାର ଭେଦଭାବ । ଝିଅର ରଙ୍ଗ କଳା, ଯେଉଁଥି ପାଇଁ ଭାଙ୍ଗି ଯାଇଛି ପରିବାର । ସ୍ୱାମୀ ପାସୋରି ଦେଇଛି ୯ ବର୍ଷର ସମ୍ପର୍କ ତା ସହ ପିତାର କର୍ତ୍ତବ୍ୟକୁ ମଧ୍ୟ ଅଣଦେଖା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia