କମିବ ତାତି; ୫ କିମ୍ବା ୬ ଆଡକୁ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଥିବାରୁ ତାତିରେ ଆଉଟ୍ ପାଉଟ୍ ହେଉଛନ୍ତି ରାଜ୍ୟବାସୀ । ସାରା ରାଜ୍ୟରେ ଅନୁଭୂତ ହେଉଛି ଗୁଳୁଗୁଳି । ତେବେ ଏଭିଳି ତାପମାତ୍ରା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରହିବ । ତେବେ ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia