କଟକ ନକଲି ମେଡିସିନ ମାମଲା : ନକଲି ଔଷଧ ମାମଲାରେ କଟକ କମିସନରେଟ୍ ପୋଲିସ ବିହାର ଗୟା ଜିଲ୍ଲାର ବାଲାଜୀ ଡ୍ରଗ୍ସ କମ୍ପାନି ଉପରେ ଚଢାଉ କରିଛି । ଏହି କମ୍ପାନିର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ତରେ ଆଣୁଛି ପୁରୀଘାଟ ଥାନା ପୋଲିସ । ଏହା ସହ କମ୍ପାନିର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ