କଟକରେ ସ୍କୁଲ୍ ବସ୍ ଦୁର୍ଘଟଣା ଗ୍ରସ୍ତ, ବସରେ ଥିଲେ ୩୦ ପିଲା

କଟକ: ସିଲଭର ସିଟିରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ । ୩୦ ପିଲାକୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସିଡିଏ-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଛି । ଫଳରେ ଡିଭାଇଡରରେ ପିଟି ହୋଇ ବସଟି ଗଛ ଭିତରକୁ ପଶିଯାଇଛି । ତେବେ ସୌଭାଗ୍ଯ ବଶତଃ ବସରେ ଥିବା ସମସ୍ତ ସ୍କୁଲ୍

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia