ନୂଆଦିଲ୍ଲୀ: ଓଡ଼ିଶାରେ ଏଯାଏଁ ଚିହ୍ନଟ ହୋଇନାହାନ୍ତି ଓମିକ୍ରନ ପଜିଟିଭ । ନଭେମ୍ବର ୨୯ ପରଠାରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଯାଇଥିବା ୨୪୬ ନମୂନାରେ ଓମିକ୍ରନ ଭୂତାଣୁ ନାହିଁ । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ବର ମାସରେ ପୂର୍ବରୁ ୧୪୧ ନମୁନା ଯାଇଥିବା ବେଳେ ସେଥିରେ କୌଣସି ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇନାହିଁ
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ